ନଉକା

ଉଇକିଅଭିଧାନ‌ରୁ

ନଉକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନୌକା)[ସମ୍ପାଦନା]

ନାବ; ନାଆ; ଡଙ୍ଗା — Boat.

ନଉକା ନାୟିକା ହେଲେ ବୁଡ଼ିବ ଭେଳା ଭଞ୍ଜ. ବୈଦେହୀଶବିଳାସ