ନଉଡ଼

ଉଇକିଅଭିଧାନ‌ରୁ

ନଉଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲାଉଡ଼—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଳ)[ସମ୍ପାଦନା]

ବିଛା, ମହୁମାଛି ଆଦିଙ୍କ ଲାଞ୍ଜର ଅଗରେ ଥିବା ବିଷ କଣ୍ଟକ; ଲାହୁଡ଼ —Sting (at the end of the tail of a bee or scorpion).