ନଉଡ଼ି

ଉଇକିଅଭିଧାନ‌ରୁ

ନଉଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନୌଡ଼ି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗୁଡ଼)[ସମ୍ପାଦନା]

୧. ଯଷ୍ଟି; ଲଉଡ଼ି; ବାଡ଼ି — ୧. Stick.
୨. ଗଉଡ଼ଙ୍କ ବାଡ଼; ଗୋରୁଜଗା ବାଡ଼ି — ୨. A cowherd's staff.

ଏହି ନଉଡ଼ି ଧରି ଚରାଏ ଗୋବାଛୁରୀ ଗଉଡ଼ ମୂରଲୀ ବଜାଇ ମଧୂସୂଦନ. ଛନ୍ଦମାଳା