ନଉତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ଦେଶଜ)[ସମ୍ପାଦନା]

  • ବଡ଼ ମାଟି ହାଣ୍ତି
  • ଶସ୍ୟ ମାପିବା ପାତ୍ରବିଶେଷ; ଗଉଣୀନଉତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନଉତା, ନୌତା, ନୌତିଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଡ଼ ମାଟି ହାଣ୍ଡି — ୧. Big earthen pot.

ଶୁଣି ମୁଁ ଉଷତ ହୋଇଲି ନଉତି ନିକଟକୁ ନେଲି ଭୂପତି. ପ୍ରେମପଞ୍ଚାମୃତ

୨. ଶସ୍ୟ ମାପିବା ପାତ୍ରବିଶେଷ; ଗଉଣୀ — ୨. A standard measure for corn.


ଅନୁବାଦ[ସମ୍ପାଦନା]

[ଦ୍ରଷ୍ଟବ୍ୟ —ବିଭିନ୍ନ ଅଞ୍ଛଳରେ ଭିନ୍ନ ଭିନ୍ନ ପରିମାଣର ନଉତି ବ୍ୟବହୃତ ହୁଏ ; ଯଥା— ୩ ସେରିଆ, ୪ ସେରିଆ,୫ ସେରିଆ, ୩ ସେରିଆ ଇତ୍ୟାଦି ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୪. ଗୌଣୀର ମାପ — A standard measure of ୪ G&aline;&uline;ṇis.