ନଉବତ୍ଖାନା

ଉଇକିଅଭିଧାନ‌ରୁ

ନଉବତ୍ଖାନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

ରାଜଦ୍ୱାରର ଦିହୁଡ଼ି ନିକଟରେ ଓ ଧନୀମାନଙ୍କ ଉତ୍ସାବାଦି ଉପଲକ୍ଷେ ସଦର— ଦୁଆରର ଖଣ୍ଡଦୂର ବାହାରେ ନଉବତ୍ ବାଜା ବଜାଯିବା ପାଇଁ ଉଚ୍ଚ ଖୁଣ୍ଟ ଉପରେ ନିର୍ମିତ ଅସ୍ଥାୟୀ ପ୍ରକୋଷ୍ଠବିଶେଷ; ନହବତ୍ଖାନା ===

[ଦ୍ରଷ୍ଟବ୍ୟ —ଏହି ପ୍ରକୋଷ୍ଠରେ ନଉବତ୍ ବାଦ୍ୟ ବା ଯୋଡ଼ି ନାଗର ବାଜେ ଓ ଏହା ଉଚ୍ଚରେ ବାଜିବାରୁ ବହୁଦୂରକୁ ଶୁଣାଯାଏ ମୋଗଲ ସମ୍ରାଟମାନଙ୍କର ନଉବତ୍ଖାନାରେ ନଉବତ୍ ବାଜଣା ପୃଥିବୀପ୍ରସିଦ୍ଧ ଥିଲା ପ୍ରତ୍ୟେକ ମୋଗଲ ରାଜପ୍ରସାଦର ବହିଦେଶରେ ନଉବତ୍ଖାନା ଥିଲା କଥିତ ଅଛି ଯେ ଗ୍ରୀକ୍ ବିଜୟୀ ସିକନ୍ଦରସାହା (Alexander the Great) ଭାରତବର୍ଷରେ ନଉବତ୍ ବାଦ୍ୟ ପ୍ରଥମେ ଚଳାଇଥିଲେ—ଗାଙ୍ଗୁଲୀ