ନଉଳ

ଉଇକିଅଭିଧାନ‌ରୁ

ନଉଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - (ଇତର) ବିଶେଷ୍ୟ - (ସଂସ୍କୃତ - ନକୁଳ; ପ୍ରା. ନଉଳ)[ସମ୍ପାଦନା]

ନେଉଳ; ନକୁଳ —An ichneumon; mungoose.

[ଦ୍ରଷ୍ଟବ୍ୟ —ଅନେକ ସ୍ଥଳରେ ଦେଖାଯାଏ ଯେ ଶିକ୍ଷିତମାନଙ୍କ ହ୍ୟବହୃତ ଓ କଥିତ ଅନେକ ତଦ୍ଭବ (ଦେଶଜ) ଶବ୍ଦ (ଯଥା ନେଉଳ) ତତ୍ତତ୍ ଶବ୍ଦର ଗ୍ରାମ୍ୟ ବା ଇତରଜନକଥିତ ଆକାର (ଯଥା ନଉଳ) ଅପେକ୍ଷା ବେଶି ଅପଭ୍ରଷ୍ଟ ବା ବିକୃତ ହୋଇଅଛି ଇତରଜନମାନେ ସଂସ୍କୃତ ନକୁଳ ଶବ୍ଦର ପ୍ରାକୃତ 'ନଉଳ' ରୂପ ଅବିକୃତ ରଖି ଅଛନ୍ତି କିନ୍ତୁ ଶିକ୍ଷିତମାନେ ତାକୁ 'ନେଉଳ' ରୂପରେ ବିକୃତ କରି ଅଛନ୍ତି ତୁଳନା କର ସଂସ୍କୃତ - ଜାନାମି; ପ୍ରା. ଜଣାମି; ଇତର ଜାଣିମି; ଶିକ୍ଷିତ ଲୋକଙ୍କ ବ୍ୟବହୃତ. ଜାଣିବା]