ନଉସନ୍ଧା
===ଗ୍ରାମ୍ୟ - ବିଶେଷଣ - (ଫାରାସୀ - ନବୀସିନ୍ଦାହ୍= ଲେଖକ);
(ଫଳିତିର୍ଥ) ନିପୁଣ; ଚତୁର —Skilful; clever.
=== ଗ୍ରାମ୍ୟ - (ବୈଦେଶିକ - ) ବିଶେଷ୍ୟ - (କଚିରିଆ; ଫାରାସୀ - ନବୀସ୍; ନବୀ— ସିନ୍ଦାହ୍)
ଦଲିଲର ଲେଖକ —The scribe or write of a document.