ନକଉଡ଼ିଆ

ଉଇକିଅଭିଧାନ‌ରୁ

ନକଉଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ନିର୍ଦ୍ଧନ; କପର୍ଦକ ହୀନ — ୧. Poor; pennyless.
୨. ମୂଲ୍ୟହୀନ —୨. Of no value.
୩. ମାଗଣା —୩. Gratuitous.

ବିଶେଷ୍ୟ -[ସମ୍ପାଦନା]

ଧନହୀନ ବ୍ୟକ୍ତି —Poor man.

ନକଉଡ଼ିଆଏ ଥାଆନ୍ତି ଦୂରେ ସଚୀ. ପରଚେ ଗୀତା