ନକଠକ
ଦେଖଣା
ନକଠକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - ଅ.—(ଆରବୀ - ନକଦ୍)
- ୧. ରୋକ୍ ଠୋକ୍; କୌଣସି ବିଷୟରେ ଶେଷ ମୀମାଂସା —୧. Final decision.
- ୨. ନରଦ କାରବାର — ୨. Cash transaction.
- ୩. ସଙ୍ଗେ ସଙ୍ଗେ କୌଣସି ବିଷୟର ମୀମାଂସା — ୩. Prompt decision of any matter.
- ୪. ନଗଦାନଗତି —୪. In cash.
- ୫. ସଙ୍ଗେ ସଙ୍ଗେ —୫. Then and there.
- ୬. ଠିକ୍; ଯଥାର୍ଥ —୬. Just; right.
- ୭. ଅବିକଳ —୭. Exact.
- ୮. ଉପଯୁକ୍ତ; ଯୋଗ୍ୟ —୮. Proper.
- ୯. ବାଦବିବାଦ —୯. Dispute; wrangling.