Jump to content

ନକଡ଼ା ଛକଡ଼ା

ଉଇକିଅଭିଧାନ‌ରୁ

ନକଡ଼ା ଛକଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅତି ହେୟ; ନଗଣ୍ୟ — ୧. Contemptible.
୨. ମୂଲ୍ୟହୀନ —୨. Of no value.
୩. ଗୋଳମାଳିଆ; ଅଡ଼ୁଆ; ଅଡ଼ୁଆତଡ଼ୁଆ — ୩. Confused; complicated.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୯. କଡ଼ା କଉଡ଼ି ଓ ୬ କଡ଼ା କଉଡ଼ି —Nine bits and six bits of small sea-shells.

(ଯଥା—ନକଡ଼ା ଛକଡ଼ା ତିନି ବାର କଡ଼ା ଦିଗଣ୍ଡା ଦିକଡ଼ା କେତେ? ଶିଶୁଙ୍କକର ମାନସାଙ୍କ ପ୍ରଶ୍ନ)