ନକଡ଼ା ଛକଡ଼ା କରିବା
ଦେଖଣା
ନକଡ଼ା ଛକଡ଼ା କରିବା
ଉଚ୍ଚାରଣ
[ସମ୍ପାଦନା](ନକଡ଼ ଛକଡ଼ କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନକଡ଼ା ଛକଡ଼ା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତୃଣବତ ଗଣନା କରିବା; ତୁଚ୍ଛ ମନେ କରିବା — ୧. To treat with scorn.
- ୨. ମୂଲ୍ୟହୀନ ପଦାର୍ଥ ପରି ବ୍ୟବହାର କରିବା — ୨. To deal with a thing as if it is of no value.
- ୩. ଅପମାନିତ କରିବା —୩. To insult; to humiliaate.