ନକଲ
ଦେଖଣା
ନକଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ଅନୁକରଣ — ୧. Imitation.
- ୨. ପ୍ରତିଲିପି; ଲୋଖା ଆଦିର ଅବିକଳ ପ୍ରତିଲିପ — ୨. Copy; transcript.
(ଅସଲ—ବୀପରିତ)
[ଦ୍ରଷ୍ଟବ୍ୟ —ମହାଫିସ୍ ଖାନାରେ ଥିବା ଦଲିଲ ଆଦିର ୨ ପ୍ରକାର ମିଳେ; ଯଥା—ସାଧା ନକଲ ଓ ସଇ ମୋହରି ନକଲ ସରକାରଙ୍କ ମହାଫିସ୍ଖାନାରେ ଥିବା ଦଲିଲ ଆଦିର କୌଣସି ଅଦାଲତରେ ପ୍ରମାଣରୂପ ଉପସ୍ଥାପିତ ହେବା ଆବଶ୍ୟକ ହେଲେ କେତେକ ସ୍ଥଳରେ ଲୋକେ ଆସଲ ଦଲିଲ
ଆଦି ନ ଆଣି ସେମାନଙ୍କର ସହିମୋହରି ନକଲ ଆଣି ଦର୍ଶାଇଲେ ଅଦାଲତ ସେ ସବୁ ପ୍ରମାଣରୂପେ ଗ୍ରହଣ କରନ୍ତି, ଏହିପରି ଆଇନର ବିଧାନ ଅଛି]
- ୩. ଥଟା; କୌତୁକ; ପରିହାସ — ୩. Just; sport; fun.
ବିଶେଷଣ -
[ସମ୍ପାଦନା]- ୧. କୃତ୍ରିମ —୧. Artifical.
- ୨. ଜାଲ୍ —୨. Forged.
- ୩. ଅପ୍ରକୃତ; କସମଲ୍ —୩. Not genuine.