ନକଲ

ଉଇକିଅଭିଧାନ‌ରୁ

ନକଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

୧. ଅନୁକରଣ — ୧. Imitation.
୨. ପ୍ରତିଲିପି; ଲୋଖା ଆଦିର ଅବିକଳ ପ୍ରତିଲିପ — ୨. Copy; transcript.

(ଅସଲ—ବୀପରିତ)

[ଦ୍ରଷ୍ଟବ୍ୟ —ମହାଫିସ୍ ଖାନାରେ ଥିବା ଦଲିଲ ଆଦିର ୨ ପ୍ରକାର ମିଳେ; ଯଥା—ସାଧା ନକଲ ଓ ସଇ ମୋହରି ନକଲ ସରକାରଙ୍କ ମହାଫିସ୍ଖାନାରେ ଥିବା ଦଲିଲ ଆଦିର କୌଣସି ଅଦାଲତରେ ପ୍ରମାଣରୂପ ଉପସ୍ଥାପିତ ହେବା ଆବଶ୍ୟକ ହେଲେ କେତେକ ସ୍ଥଳରେ ଲୋକେ ଆସଲ ଦଲିଲ

ଆଦି ନ ଆଣି ସେମାନଙ୍କର ସହିମୋହରି ନକଲ ଆଣି ଦର୍ଶାଇଲେ ଅଦାଲତ ସେ ସବୁ ପ୍ରମାଣରୂପେ ଗ୍ରହଣ କରନ୍ତି, ଏହିପରି ଆଇନର ବିଧାନ ଅଛି] 

୩. ଥଟା; କୌତୁକ; ପରିହାସ — ୩. Just; sport; fun.

ବିଶେଷଣ -[ସମ୍ପାଦନା]

୧. କୃତ୍ରିମ —୧. Artifical.
୨. ଜାଲ୍ —୨. Forged.
୩. ଅପ୍ରକୃତ; କସମଲ୍ —୩. Not genuine.