ନକଲିଆ
ନକଲିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ[ସମ୍ପାଦନା]
- ୧. ଥଟ୍ଟାବାଜ୍ — ୧. Jestive; jocular.
- ୨. କୌତୁକପ୍ରିୟ — ୨. Sportive; funny.
- ୩. ଅନୁକରଣପ୍ରିୟ —୩. Mimicing.
- ୪. ଯେ ଅନ୍ୟକୁ ହସାଇବା ଭଳି କଥା କହିବାରେ ପଟୁ — ୪. Witty; hummorous.
- ୫. ନଅଗୋଟି କଲୀ ଲାଗିଥିବା (କୁର୍ତ୍ତା) — ୫. (coat) Having ୯ long triangular bits of cloth sewn to it.