ନକଲ ବହି

ଉଇକିଅଭିଧାନ‌ରୁ

ନକଲ ବହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନକଲ୍+ବହୀ) (କଚିରିଆ ଓ ମହାଜନୀ ସିରସ୍ତା)[ସମ୍ପାଦନା]

୧. କୌଣସି ସିରସ୍ତାରୁ ଅନ୍ୟତ୍ର ପ୍ରେରିତ ପତ୍ରାଦିର ପ୍ରତିଲିପି ଯେଉଁ ପୁସ୍ତକରେ ଲେଖା ହାଇ ରହେ —୧. A book in which copies of letters issued from an office is kept.
୨. ରେଜିଷ୍ଟରିଖାନାରେ ଯେଉଁ ଖାତାରେ ରେଜିଷ୍ଟରି ହୋଇଥିବା ଦସ୍ତାବିଜମାନଙ୍କର ଅବିକଳ ପ୍ରତିଲିପି ରହେ — ୨. A book kept in the Registration office in which the registrered documents are copised out.
୩. ଏକପ୍ରକାର ଖୁବ୍ ବାରିକ୍ କାଗଜର ବହି, ଯହିଁର ପୃଷ୍ଠା ତଳେ କପୀଙ୍ଗ୍ କାଳିରେ ଲେଖା ଚିଠି ଆଦି ଚାପି ଦେଲେ ତହିଁରେ ନକଲ ଉଠିଯାଏ — ୩. A coppying book.