ନକସା କାଢିବା
ଦେଖଣା
ନକସା କାଢିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନକସା କାଢିବା
|
(ନକସା କରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]କାହାର ଗତିବିଧି ଓ କଥାବାର୍ତ୍ତାର ରୀତିକୁ ଅନୁକରଣ କରି ଉପହାସ କରିବା; ଛଇ ବାହାର କରିବା —To caricature; to mimic a person's movements and expressions; to do something in sport.