ନକସୀ
ଦେଖଣା
ନକସୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ନକସୀ—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଆରବୀ - ନକ୍କାସୀ)
[ସମ୍ପାଦନା]ବଣିଆମାନଙ୍କଦ୍ୱାରା କରା ଯାଇଥିବା ସୁନା ରୂପାର ଓ ମଣିର କାରୁକାର୍ଯ୍ୟ ଓ ଖୋଦାଇ କାର୍ଯ୍ୟବିଶିଷ୍ଟ (ଅଳଙ୍କରା ଆଦି); ଦାଇମନ୍— କଟା ଓ ଫୁଲ ଲତା ଆଦି କାରୁକାର୍ଯ୍ୟ ବିଶିଷ୍ଟ — (ornaments) Having artistic or ornamental designs or engravings (on stone or metal)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧାତୁ ଓ ମଣି ଆଦିର ଲତାପତ୍ର ଆଦି ଖୋଦନ କରିବା; ଖୋଦାଇ କାମ —୧. Engraving; carving on metal and gems.
- ୨. କାରୁକାର୍ଯ୍ୟ; କମ —୨. Artistec designs.
- ୩. ଯେ ଖାଦେଇ କାମ କରେ —୩. Engraver.
- ୪. ଚିତ୍ରକାର; ଚିତ୍ରଆଙ୍କିଲା ବାଲା —୪. Painter.
- ୫. ନକସା କଲାବାଲ —୫. Draughtsman.