ନକାସୀ କାମ
ଦେଖଣା
ନକାସୀ କାମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନକାସୀ କାମ
|
ଦେଶଜ - ବିଶେଷ୍ୟ - (ଆରବୀ - ନକ୍କାସୀ+ସଂସ୍କୃତ - କର୍ମ)
[ସମ୍ପାଦନା]- ୧. ଧାତୁ ଓ ମଣି ଆଦି ଉପରେ ଖୋଦନ କର୍ମ — ୧. Engraving or carving on metal and gems.
- ୨. ଧାତୁ ଓ ମଣିଆଦି ଉପରେ ଖୋଦନ କରିବା ବିଦ୍ୟା ବା କୌଶଳ —୨. The art of engraving or carving on metals and gems.