ନକି

ଉଇକିଅଭିଧାନ‌ରୁ

ନକି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପତଳା ପିତ୍ତଳର ପତ୍ର (ଯାହା ସାମାନ୍ୟ ଭାର ପାଇଲେ ଲାକ ଲକ ହୁଏ) —୧. Selnder brass plates.
୨. ପିତଳ ପତ୍ରରେ ତିଆରି ବାସନ; ତସଲା — ୨. A pot made from selnder or thin brass plates.

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ତିଆପୁଡ଼ା କଉଡ଼ି ଖେଳରେ ୧, ୫,: ୯ ଓ ୧୩: ସଂଖ୍ୟକ ଦାନ —A throw of cowries resulting in ୧, ୫, ୯ and ୧୩ cowries falling with the ventral side upwards.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ପିତଳ ପଲମ — A flat pan of brass.