ନକିବ
ଦେଖଣା
ନକିବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ରାଜାଙ୍କ ଆଗମନବାର୍ତ୍ତା ପ୍ରକାଶକ ଅଗ୍ରଗାମୀ ଦୂତ —୧. A messenger who heralds the arrival of a king just before his arrival; herald.
- ୨. ରାଜାଙ୍କ ଯଶୋଗାୟକ ବ୍ୟକ୍ତି; ଚାରଣ; ଭାଟ — ୨. A panegyrist.
- ୩. (କଚିରିଆ) ଆଗରୁ ଦିଆଯିବା ପରିଚୟ; ଅଗ୍ରସୂଚନା — ୩. Introduction; preliminary hint.
- ୪. ଆପଣା ପ୍ରଭୁଙ୍କର ପରିଚୟଦାତା —୪. A usher.
- ୫. ପିଆଦା —୫. peon.