ନକୁଳୀ

ଉଇକିଅଭିଧାନ‌ରୁ

ନକୁଳୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନକୁଳ+ସ୍ତ୍ରୀ+ଈ)[ସମ୍ପାଦନା]

୧. ମାଈ ନେଉଳ — ୧ A female ichneumon.
୨. କୁକ୍କୁଟୀ —୨. A hen.
୩. କୁଙ୍କୁମ —୩. Saffron.
୪. ଜଟାମାଂସୀ — ୪. A kind of herb, Hedysarum.
୫. ଶଂଖିନୀ ନାମକ ବନୌଷଧି (ହିନ୍ଦୀ - ଶବ୍ଦସାଗର) — ୫. A medicinal plant.