ନକେଇବା

ଉଇକିଅଭିଧାନ‌ରୁ

ନକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ନକାଇବା—ଅନ୍ୟରୂପ)

=== ଗ୍ରାମ୍ୟ - କ୍ରିୟାପଦ -

(ଭାତ) ଅତିରିକ୍ତ ପରିମାଣରେ ସିଦ୍ଧ ହୋଇ ନରମ ହେବା; ଲକେଇବା; ଯାଉଆ ହେବା —(rice) To become over boild and softened; to become gruelly.