ନକ୍ତବ୍ରତ
ଦିବସରେ ଦିବସରେ ଉପବାସ ରହି ରାତ୍ରିରେ କିମ୍ୱା ଠିକ୍ ସନ୍ଧ୍ୟା ପୂର୍ବରୁ ଭୋଜନକରିବା ବ୍ରତ; ରୋଜା — Fasting by day and eating at dusk or in night as a religious now.
[ଦ୍ରଷ୍ଟବ୍ୟ —ମୁସଲମାନ୍ ମାନେ ରମଜାନ୍ ମାସରେ ନକ୍ତ ବ୍ରତ ପାଳନ କରନ୍ତି]