Jump to content

ନକ୍ର

ଉଇକିଅଭିଧାନ‌ରୁ

ନକ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନ=ନୁହେ+କ୍ରମ୍ ଧାତୁ=ଗମନକରିବା+କର୍ତ୍ତୃ. ଅ; ଯେ ଆପଣା ସ୍ଥାନ ଅର୍ଥାତ୍ ଜଳରୁ ଉପକରକୁ ଯାଏ ନାହିଁ ଏବଂ ସୁସ୍ଥାନରେ ଥାଇ ଶିକାରକୁ ଆକର୍ଷଣ କରେ)

[ସମ୍ପାଦନା]
୧. କୁମ୍ଭୀର —୧. Alligator.
୨. ଜଳଜନ୍ତୁ —୨. Aquatic animal
୩. ଦ୍ୱାରବନ୍ଧର ଉପର କାଠ —୩. The upper piece of a door- frame.