ନକ୍ର

ଉଇକିଅଭିଧାନ‌ରୁ

ନକ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନ=ନୁହେ+କ୍ରମ୍ ଧାତୁ=ଗମନକରିବା+କର୍ତ୍ତୃ. ଅ; ଯେ ଆପଣା ସ୍ଥାନ ଅର୍ଥାତ୍ ଜଳରୁ ଉପକରକୁ ଯାଏ ନାହିଁ ଏବଂ ସୁସ୍ଥାନରେ ଥାଇ ଶିକାରକୁ ଆକର୍ଷଣ କରେ)[ସମ୍ପାଦନା]

୧. କୁମ୍ଭୀର —୧. Alligator.
୨. ଜଳଜନ୍ତୁ —୨. Aquatic animal
୩. ଦ୍ୱାରବନ୍ଧର ଉପର କାଠ —୩. The upper piece of a door- frame.