ନକ୍ଷତ୍ର ଲଞ୍ଜା

ଉଇକିଅଭିଧାନ‌ରୁ

ନକ୍ଷତ୍ର ଲଞ୍ଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନକ୍ଷତ୍ର+ ଓ. ଲାଞ୍ଜ; ପୁଚ୍ଛଯୁକ୍ତ ନକ୍ଷତ୍ର)[ସମ୍ପାଦନା]

ଲଞ୍ଜାତାରା; ଧୂମକେତୁ —A comet.