ନକ୍ଷତ୍ର ଶୂଳ
ଦେଖଣା
ନକ୍ଷତ୍ର ଶୂଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)
[ସମ୍ପାଦନା]ଯାତ୍ରାଦି ଶୁଭକାର୍ଯ୍ୟରେ ନିଷିଦ୍ଧ ନକ୍ଷତ୍ର (ଯଥା—ପୂର୍ବଦିଗକୁ ଯିବା ସମୟରେ ଶ୍ରବଣା ଓ ଜ୍ୟେଷ୍ଠା, ଦକ୍ଷିଣକୁ ଅଶ୍ୱିନୀ ଓ ଉତ୍ତରଭାଦ୍ରପଦ, ପଶ୍ଚିମକୁ ରୋହିଣୀ ଓ ପୃଷ୍ୟା ଏବଂ ଉତ୍ତରକୁ ଉତ୍ତରାଫାଲ୍ଗୁ ନୀ ଓ ହସ୍ତା) —(astrology) Particuar asterisms considered as ominous for the purpose of starting on a mission towards particular quarters.