ନକ୍ଷତ୍ର ଶୂଳ

ଉଇକିଅଭିଧାନ‌ରୁ

ନକ୍ଷତ୍ର ଶୂଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)[ସମ୍ପାଦନା]

ଯାତ୍ରାଦି ଶୁଭକାର୍ଯ୍ୟରେ ନିଷିଦ୍ଧ ନକ୍ଷତ୍ର (ଯଥା—ପୂର୍ବଦିଗକୁ ଯିବା ସମୟରେ ଶ୍ରବଣା ଓ ଜ୍ୟେଷ୍ଠା, ଦକ୍ଷିଣକୁ ଅଶ୍ୱିନୀ ଓ ଉତ୍ତରଭାଦ୍ରପଦ, ପଶ୍ଚିମକୁ ରୋହିଣୀ ଓ ପୃଷ୍ୟା ଏବଂ ଉତ୍ତରକୁ ଉତ୍ତରାଫାଲ୍ଗୁ ନୀ ଓ ହସ୍ତା) —(astrology) Particuar asterisms considered as ominous for the purpose of starting on a mission towards particular quarters.