ନକ୍ଷୀ
ଦେଖଣା
ନକ୍ଷୀ
ଉଚ୍ଚାରଣ
[ସମ୍ପାଦନା](ନଖ୍ଖୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଖୀ)
[ସମ୍ପାଦନା]ନଖୀ (୨) (ଦେଖ) - Nakhī (୨) (See)
ଅଳାଇଚ ନକ୍ଷୀ ଭରି, ପାନେ ଦିଅ ବିଡ଼ି କରି ଦ୍ୱିତୀୟା ବୋଲେ କକି କାର୍ଯ୍ୟ, ଯେଉଁ ଲପନ ଅମ୍ୱୁଜ ଭଞ୍ଜ. ଲାବଣ୍ୟବତୀ
ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା](ସଂସ୍କୃତ - ଲକ୍ଷ୍ମୀ) ଲକ୍ଷ୍ମୀ (ଦେଖ) - Lakshmī (See)