ନଖର

ଉଇକିଅଭିଧାନ‌ରୁ

ନଖର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନଖ+ ତୀକ୍ଷ୍ଣାର୍ଥରେ ର; କିମ୍ୱା ନଖ+ ରା ଧାତୁ= ଗ୍ରହଣ କରିବା+ କର୍ତ୍ତୃ. ଅ)[ସମ୍ପାଦନା]

୧. ନଖ — ୧. Nail.
୨. ପଶୁ ପକ୍ଷୀ ଆଦିଙ୍କ ତୀକ୍ଷଣ୍ ନଖ — ୨. Claws or talons of animals.
୩. ପ୍ରାଚୀନକାଳର ଅସ୍ତ୍ରବିଶେଷ (ହିନ୍ଦୀ - ଶବ୍ଦସାଗର) — ୩. The name of a weapon used in ancient India.