ନଖରାଇବା
ଦେଖଣା
ନଖରାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନଖରାଇବା
|
ଦେଶଜ - କ୍ରି. (ସଂସ୍କୃତ - ନଖର)
[ସମ୍ପାଦନା][[]] ୧ ନଖାଇବା ]] ୧/୨: (ଦେଖ) - ୧. Nakhāibā ୧ & ୨ (See)
- ୨. (ଫାରାସୀ - ନଖରା=ସ୍ତ୍ରୀମାନଙ୍କର କାମଚେଷ୍ଟା ପ୍ରକାଶକ ହାବ ଭାବ)—(ସ୍ତ୍ରୀ ପକ୍ଷରେ) ପୁରୁଷ ପ୍ରତି କାମଚେଷ୍ଟା ପ୍ରକାଶକ ହାବଭାବ ଦେଖାଇବା —୨. To flirt; to coquet (said of a woman)