ନଖରୀ

ଉଇକିଅଭିଧାନ‌ରୁ

ନଖରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଖରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନଖର+ ଅଛି ଅର୍ଥରେ ଇନ୍; ୧ମା. ୧ବ)[ସମ୍ପାଦନା]

ଯାହାର ନଖ ଅଛି; ନଖଧାରୀ (ଜନ୍ତୁ) — (animals) Having nails; having claws or talons.

(ନଖରୁଣୀ—ଅନ୍ୟରୂପ)

(ନାଖରାବାଜୀ—ବି)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ଗାଳିରେ ବ୍ୟବହୃତ; ଫାରାସୀ - ନଖରା= ସ୍ତ୍ରୀମାନଙ୍କ କାମଚେଷ୍ଟାସୂଚକ ହାବଭାବ)[ସମ୍ପାଦନା]

୧. ଯେଉଁ ସ୍ତ୍ରୀ ପରପୁରୁଷ ପ୍ରତି ହାବଭାବ ଦେଖାଏ —୧. (a woman) Making bladishments of love; flirting; coquettish.
୨. ନଷ୍ଟ ଚରିତ୍ରା —୨. Dissolute.