ନଖି ମାରିବା
ଦେଖଣା
ନଖି ମାରିବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ପୁରୀ). କ୍ରି. (ପଇଡ଼ ଉପରୁ ଛଡ଼ା ହେବା ଚକତି ନଖ ପରି ପତଳା ଥିବାରୁ)
[ସମ୍ପାଦନା]ଛିଆଁ ହୋଇ ଥିବା ପଇଡ଼ର ଉପରୁ କଟୁରୀ ଆଦି କୌଣସି ଶସ୍ତ୍ରଦ୍ୱାରା ଗୋଟିଏ ଗୋଲାକାର ଟକତି ଛଡ଼ାଇବା —To cut a small slice from the top of a young cocoanut.
[ଦ୍ରଷ୍ଟବ୍ୟ —ଏପରି ନଖି ମାରି ଛଦ୍ର କରାଯାଇ ସେହି ବାଟେ ମୁହଁ ଲଗାଇ ବା ଗିଲାସରେ ଢାଳି ପଇଡ଼ପାଣି ପିଆଯାଏ]