ନଖ୍ନଉ
ଦେଖଣା
ନଖ୍ନଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଖ୍ନଉ
|
(ନଖ୍ନୋର୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ହିନ୍ଦୀ - ନକଲନୋର)
[ସମ୍ପାଦନା]- ୧. ଏକ ପ୍ରକାର ଛୋଟ ଚଢ଼େଇ; ନାଲ୍ ଚଢ଼େଇ —୧. A kind of small bird.
[ଦ୍ରଷ୍ଟବ୍ୟ —ଏହା ୩ ୪: ଇଞ୍ଚ ଲମ୍ୱା ଏହାର ଦେହଯାକ କଳା, ନାଲି ଓ ଧଳା ଟିପି ଟିପି ଚିହ୍ନ ଥାଏ]
- ୨. ନକନୋର୍ (ଦେଖ) - — ୨. Nakanor (See)
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଅଯୋଧ୍ୟାର ନଗର ଓ ଜିଲ୍ଲାବିଶେଷ; ଲକ୍ଷ୍ଣୌ — Lucknow; name of a city and district in the United Provinces and Oudh.