ନଖ କାଟିବା

ଉଇକିଅଭିଧାନ‌ରୁ

ନଖ କାଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନଖ+ କର୍ତ୍ତନ)[ସମ୍ପାଦନା]

ଅଙ୍ଗୁଳି ଅଗରୁ ନଖର ବର୍ଦ୍ଧିତ ଅଂଶ ଛେଦନ କରିବା — To pare or clip the nails.

[ଦ୍ରଷ୍ଟବ୍ୟ —ଭଣ୍ଡାରିମାନଙ୍କଦ୍ୱାରା ବାଳ ଉତୁରିବା ଓ ନଖ କାଟିବା କର୍ମ ହୁଏ]