ନଖ ଦର୍ପଣ

ଉଇକିଅଭିଧାନ‌ରୁ

ନଖ ଦର୍ପଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ; ନଖ+ ଦର୍ପଣ)[ସମ୍ପାଦନା]

ଯେଉଁ ସୁମାର୍ଜିତ ତୈଳାକ୍ତ ମସୃଣ ନଖରେ ଆପଣା ମୁହଁ ପ୍ରତି— ଫଳିତ ହୁଏ —Very polished and oily nails which reflect a person's face.

[ଦ୍ରଷ୍ଟବ୍ୟ —ମନୁଷ୍ୟ ସବୁବେଳେ ଆପଣା ନଖରେ ଆପଣା ମୁହଁ ଦେଖିପାରେ ଯେଉଁ ବସ୍ତୁ ବା ବିଷୟ ବା ବ୍ୟକ୍ତିକୁ ମନୁଷ୍ୟ ସବୁବେଳେ ସ୍ମରଣ କରେ ବା ଯାହା ଚିନ୍ତା କରିବା ମାତ୍ରେ ପଇଟି ଯାଏ ତା ସମ୍ୱନ୍ଧେ ଲକ୍ଷଣାର୍ଥରେ ଲୋକେ କହନ୍ତି 'ଅମୁକ ବସ୍ତୁ' ବିଷୟ ବା ବ୍ୟକ୍ତି ମୋ ନଖ ଦର୍ପଣରେ ଅଛି]