ନଖ ବିଷ

ଉଇକିଅଭିଧାନ‌ରୁ

ନଖ ବିଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନଖ+ ବିଷ)[ସମ୍ପାଦନା]

ଯେଉଁ ଜୀବମାନଙ୍କୁ ନଖରେ ବିଷ ଅଛି ଓ ଯେଉଁ ମାନଙ୍କ ନଖକ୍ଷତ ବିଷାକ୍ତ —(animals) Having poisonous nails.

(ଯଥା—ମନୁଷ୍ୟ, ବିରାଡ଼ି, କୁକୁର, ମାଙ୍କଡ଼, କୁମ୍ଭୀର, ବେଙ୍ଗ, ଗୋଧି, ଚେମ୍ପେଇନେଉଳି, ଝିଟିପିଟି)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)[ସମ୍ପାଦନା]

ନଖାଘାତଦ୍ୱାରା ଜାତ ବିଷ — Poison resulting from scratching with the nails.