ନଖ ବିଷ
ଦେଖଣା
ନଖ ବିଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନଖ+ ବିଷ)
[ସମ୍ପାଦନା]ଯେଉଁ ଜୀବମାନଙ୍କୁ ନଖରେ ବିଷ ଅଛି ଓ ଯେଉଁ ମାନଙ୍କ ନଖକ୍ଷତ ବିଷାକ୍ତ —(animals) Having poisonous nails.
(ଯଥା—ମନୁଷ୍ୟ, ବିରାଡ଼ି, କୁକୁର, ମାଙ୍କଡ଼, କୁମ୍ଭୀର, ବେଙ୍ଗ, ଗୋଧି, ଚେମ୍ପେଇନେଉଳି, ଝିଟିପିଟି)
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)
[ସମ୍ପାଦନା]ନଖାଘାତଦ୍ୱାରା ଜାତ ବିଷ — Poison resulting from scratching with the nails.