ନଗ

ଉଇକିଅଭିଧାନ‌ରୁ

ନଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନ=ନୁହେଁ=ଗମ୍ ଧାତୁ=ଯିବା+କର୍ତ୍ତୃ. ଅ; ଯାହା ଗତି କରେ ନାହିଁ)[ସମ୍ପାଦନା]

ଅଚଳ; ସ୍ଥିର —Immobile.

ସଂସ୍କୃତ - ବିଂ.[ସମ୍ପାଦନା]

୧. ପର୍ବତ —୧. Mountain.
୨. ବୃକ୍ଷ —୨. Tree.
୩. ସାତ ସଂଖ୍ୟା (ହିନ୍ଦୀ - ଶ.) — ୩. The number seven (Apte).
୪. ସର୍ପ; ସାପ (ହିନ୍ଦୀ - ଶ) —୪. Serpent (Apte).
୫. ସୂର୍ଯ୍ୟ (ହିନ୍ଦୀ - ଶ) —୫. The sun (Apte).
୬. ବୃକ୍ଷଲତାଦି — ୬. A plant (in general) (Apte)

ଦେଶଜ - ବିଶେଷ୍ୟ - ପୁଂ—(ଆଦରାର୍ଥ)[ସମ୍ପାଦନା]

ନଗେନ୍ଦ୍ରର ଡାକ ନାମ — A name by which Nagendra is called.