ନଗଭିଦ୍
ନଗଭିଦ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ନଗ=ପର୍ବତ+ଭିଦ୍ ଧାତୁ=ଭେଦ କରିବା+ କର୍ତ୍ତୃ. କ୍ୱିପ୍)[ସମ୍ପାଦନା]
- ୧. ଇନ୍ଦ୍ର (ବଜ୍ରଦ୍ୱାରା ପର୍ବତମାନଙ୍କୁ ଭେଦ କରିଥିବାରୁ) — ୧. Indra.
- ୨. ବଜ୍ର —୨. Thunder-bolt.
- ୩. କୁଠାର; କୁରାଢ଼ି —୩. Axe.
- ୪. ପାଷାଣଭେଦୀ ନାମକ ଗୁଳ୍ମ ବିଶେଷ — ୪. A kind of hardy mountain plant; plectranthus.
- ୫. ପୂର୍ବକାଳରେ ବ୍ୟବହୃତ ପାଷାଣଭେଦନାସ୍ତ୍ର — ୫. An instrument used in ancient India for piercing through or blasting stons.
ସଂସ୍କୃତ - ବିଶେଷଣ -[ସମ୍ପାଦନା]
ପର୍ବତ ଭେଦନକାରୀ — Piercing the mountain