ନଗର

ଉଇକିଅଭିଧାନ‌ରୁ

ନଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନଗ+ଅଛି ଅର୍ଥରେ ର; ଯହିଁରେ ନଗ ଅର୍ଥାତ୍ ପର୍ବତ ପରି କୋଠାମାନ ଅଛି)[ସମ୍ପାଦନା]

୧. ସହର —୧. Town; city.
୨. ଶିଳ୍ପ ଓ ବାଣିଜ୍ୟପ୍ରଧାନ ଜନାକୀର୍ଣ୍ଣ ସ୍ଥାନ — ୨. populous centre of trade and art.

[ ଦ୍ର—ଉଚ୍ଚ ସୌଧାଦି ପୂର୍ଣ୍ଣ ବାଣିଜ୍ୟପ୍ରଧାନ ଓ ବହୁ ଶ୍ରେଣୀର ଜନମାନଙ୍କ ଅଧିଷ୍ଠିତ ଲୋକଳୟକୁ ନଗର ବୋଲାଯାଏ ]