ନଗରସ୍ଥ

ଉଇକିଅଭିଧାନ‌ରୁ

ନଗରସ୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନଗର+ସ୍ଥା ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ନଗରରେ ଥିବା; ନଗରବାସୀ — ୧. Residing in a town.
୨. ନଗରର ଅନ୍ତର୍ଗତ — ୨. Within the ambits of a city.
୩. ନଗରରେ ଅବସ୍ଥିତ —୩. Situated in a town.