ନଗରୀ

ଉଇକିଅଭିଧାନ ରୁ
Jump to navigation Jump to search

ନଗରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନଗର+ବିଶିଷ୍ଟାର୍ଥେର ବା ସ୍ୱାର୍ଥରେ ଈ)[ସମ୍ପାଦନା]

୧. ବଡ଼ ସହର; ବିଶିଷ୍ଟ ସହର — ୧. A big town; a city.
୨. ନାଗରିକ ବ୍ୟକ୍ତି —୨. Townsman; citizen.