ନଗର କୀର୍ତ୍ତନ

ଉଇକିଅଭିଧାନ‌ରୁ

ନଗର କୀର୍ତ୍ତନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧା; ନଗର+କୀର୍ତ୍ତନ)[ସମ୍ପାଦନା]

ହରିନାମ ସଂକୀର୍ତ୍ତନ କରି ଶୋଭାଯାତ୍ରା ପୂର୍ବକ ନଗରର ରାଜପଥମାନଙ୍କରେ ବୁଲିବା — The act of walking through the streets of a town in a procession chanting hymns.