ନଗର ପ୍ରାନ୍ତ

ଉଇକିଅଭିଧାନ‌ରୁ

ନଗର ପ୍ରାନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନଗରାଭ୍ୟାଶ(ସ),ନଗରୋପାନ୍ତ,ନଗରୋପକଣ୍ଠଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନଗର=ପ୍ରାନ୍ତ)[ସମ୍ପାଦନା]

ସହରର ଶେଷଭାଗ; ସହରତଳି — The outskirts of a town; the suburbs of a city.