ନଗାଧିପ

ଉଇକିଅଭିଧାନ‌ରୁ

ନଗାଧିପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନଗାଧିପତି,ନଗାଧିରାଜ,ନଗାଧୀଶ୍ୱରଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠ ତତ୍; ନଗ+ଅଧିପ)[ସମ୍ପାଦନା]

୧. ସବୁଠାରୁ ବଡ଼ ପର୍ବତ — ୧. The greatest or biggest mountain.
୨. ହିମାଳୟ ପର୍ବତ — ୨. The Himalayas.
୩. ସୁମେରୁ ପର୍ବତ —୩. The mytholegical Sumeru mountain.