ନଗ୍ନ

ଉଇକିଅଭିଧାନ‌ରୁ

ନଗ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଗ୍ନା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ନଜ୍ ଧାତୁ=ଲଜ୍ଜିତ ହେବା+କର୍ତ୍ତୃ. ତ; କ୍ତ ସ୍ଥାନେ ନ)[ସମ୍ପାଦନା]

୧. ଦିଗମ୍ୱର; ବିବସ୍ତ୍ର; ଉଲଙ୍ଗ; ଲଙ୍ଗଳା — ୧. Naked; nude; bare.
୨. କଷାୟ ବସ୍ତ୍ରଧାରୀ; ଗେରୁଆ ଲୁଗା ପିନ୍ଧିଥିବା — ୨. Wearing a red-coloured cloth.
୩. ଲୋକଜନପରିତ୍ୟକ୍ତ (ଦେଶ) — ୩. Uninhabited; deṡolate.
୪. ଅଚଷା; ଅକର୍ଷିତ (ଭୂମି) — ୪. Uncultivated (land).
୫. ଅନାବୃତ —୫. Uncovered.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ନାଗା; ନଙ୍ଗୁଳୀ ବାବାଜୀ — ୧. A class of mendicants going naked.
୨. କ୍ଷପଣକ; ବୌଦ୍ଧ ସନ୍ନ୍ୟାସୀ — ୨. Buddhist mendicant.
୩. ଯାଯାବର ସ୍ତୁତିପାଠକ — ୩. A wandering bard; herald; minstrel.
୪. କପଟୀ ବ୍ୟକ୍ତି —୪. Hypocrite (Apte).
୫. ଶିବ —୫. Ṡiba (Apte).
୬. କୌପୀନ ଓ କଷାୟାମ୍ୱରଧାରୀ ଦିଗମ୍ୱର ଜୌନ ସନ୍ନ୍ୟାସୀ (ହିନ୍ଦୀ - ଶବ୍ଦସାଗର) —୬. A class of J&aline;i̱na anchorites wearing K&aline;&uline;pina and red-dyed cloth.

[ ଦ୍ର—ଏମାମେ ୫ ପ୍ରକାର; ଦ୍ୱିକଚ୍ଛ, କଚ୍ଛଶେଷ, ମୁକ୍ତକଚ୍ଛ, ଏକବାସା ଓ ଅବାସା ]

୭. ଯେଉଁ ବ୍ରାହ୍ମଣର ଶାସ୍ତ୍ର ଜ୍ଞାନ ନାହିଁ ଓ ଯାହା କୁଳରେ କେହି ବେଦ ପଢ଼ି ନାହାନ୍ତି (ହିନ୍ଦୀ - ଶବ୍ଦସାଗର) — ୭. A Brāhmaṇa who is not versed in the scriptures and none of whose family has read the Bedas.

[ ଦ୍ର—ଏପରି ବ୍ୟକ୍ତିର ଅନ୍ନ ଗ୍ରହଣ ନିଷଦ୍ଧ]

୮. ଯେଉଁ ବ୍ରାହ୍ମଣ ଗୃହସ୍ଥାଶ୍ରମ ପରେ ବାନପ୍ରସ୍ଥ ଅବଲମ୍ୱନ ନ କରି ସନ୍ନ୍ୟାସ ଗ୍ରହଣ କରିଅଛନ୍ତି (ହିନ୍ଦୀ - ଶବ୍ଦସାଗର) — ୮. A Brāhmaṇa who has taken to the ୫th stage after leaving the ୩rd stage (of the householder.)

[ ଦ୍ର—ଶାସ୍ତ୍ର ଅନୁସାରେ ଏମାନେ ପାତକୀ]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲଗ୍ନ)[ସମ୍ପାଦନା]

ଲଗ୍ନ (ଦେଖ) - Lagna (See)