ନଜଦିକ୍

ଉଇକିଅଭିଧାନ‌ରୁ

ନଜଦିକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନଚ୍ଚ୍ଦିକ୍=ନିକଟ)[ସମ୍ପାଦନା]

ସାମିପ୍ୟ; ନୈକଟ୍ୟ —Neearness; propinquity.

ବିଶେଷଣ -[ସମ୍ପାଦନା]

ନିକଟବର୍ତ୍ତୀ; ନିକଟସ୍ଥ — Near; adjacent; proximate.

କ୍ରି. ବିଶେଷ୍ୟ -[ସମ୍ପାଦନା]

ନିକଟରେ —Near; at hand.