ନଜରବନ୍ଦ୍

ଉଇକିଅଭିଧାନ‌ରୁ

ନଜରବନ୍ଦ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଣ(କଚିରିଆ)(ଆରବୀ - ନଜର୍+ଫାରାସୀ - ବନ୍ଦ୍)[ସମ୍ପାଦନା]

୧. ପ୍ରହରି—ରକ୍ଷିତ —୧. Guarded.
୨. ଅଟକ ରଖାଯିବା; କାରାବଦ୍ଧ — ୨. Confined; imprisoned.
୩. କଡ଼ା ବା ସତର୍କ ଦୃଷ୍ଟିରେ ରଖାଯାଇଥିବା — ୩. Kept under surneillance; watched.