ନଜରବାଜ୍
ଦେଖଣା
ନଜରବାଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ନଜର୍+ଫାରାସୀ - ବାଜ୍)
[ସମ୍ପାଦନା]- ୧. କୁହୁକୀ; ଐନ୍ଦ୍ରଜାଲିକ — ୧. Juggler; magician.
- ୨. ପ୍ରତାରକ; ଠକ — ୨. Swindler; knave.
- ୩. ଯେଉଁ ଡାହାଣା ବା ଡାହାଣୀ ଖାଦ୍ୟ ବା ଶିଶୁମାନଙ୍କ ଉପରେ ପାପ ଦୃଷ୍ଟି ପକାଏ —୩. A person (man or woman) who casts sinister look on food or children.
ବିଶେଷଣ -
[ସମ୍ପାଦନା]- ୧. ତୀକ୍ଷ୍ଣ ଦୃଷ୍ଟି ବିଶିଷ୍ଟ (ବ୍ୟକ୍ତି) —୧. Having a sharp look-out; keen-eyed; keen-sighted.
- ୨. ଯେ ଖାଦିୟ ବା ଶିଶୁଙ୍କପ୍ରତି ପାପ ଦୃଷ୍ଟି ପକାଏ — ୨. Habituated to casting sinister look on food or children.