Jump to content

ନଜରାନା

ଉଇକିଅଭିଧାନ‌ରୁ

ନଜରାନା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନଜରାନା)

[ସମ୍ପାଦନା]
୧. ଭେଟୀ; ଉପ— ଢୌକନ —୧. Present.
୨. ସଲାମୀ; ଦର୍ଶନୀ; ରାଜା ଜମିଦାର ଆଦିଙ୍କୁ ପ୍ରଥମେ ଦର୍ଶନ କଲାବେଳେ ଅଧୀନ ବ୍ୟକ୍ତିର ଦେବା ଭେଟୀ — ୨. Cash present given to kings etc at the first interview; nuzzerana.

ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ପାଞ୍ଚଟଙ୍କା ନଜରାଣ ଥୋଇ ଦେଇ....ସଲାମ କଲେ—ଫକୀର ମୋହନ. ଛମାଣ ଆଠଗୁଣ୍ଠ

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜି ଭାଷାରେ ମଧ୍ୟ ଚଳିଲାଣି —Nuzzerana]