ନଜରାନା
ଦେଖଣା
ନଜରାନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ନଜରାନା)
[ସମ୍ପାଦନା]- ୧. ଭେଟୀ; ଉପ— ଢୌକନ —୧. Present.
- ୨. ସଲାମୀ; ଦର୍ଶନୀ; ରାଜା ଜମିଦାର ଆଦିଙ୍କୁ ପ୍ରଥମେ ଦର୍ଶନ କଲାବେଳେ ଅଧୀନ ବ୍ୟକ୍ତିର ଦେବା ଭେଟୀ — ୨. Cash present given to kings etc at the first interview; nuzzerana.
ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ପାଞ୍ଚଟଙ୍କା ନଜରାଣ ଥୋଇ ଦେଇ....ସଲାମ କଲେ—ଫକୀର ମୋହନ. ଛମାଣ ଆଠଗୁଣ୍ଠ
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜି ଭାଷାରେ ମଧ୍ୟ ଚଳିଲାଣି —Nuzzerana]