ନଜର କରିବା
ଦେଖଣା
ନଜର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦେଖିବା — ୧. To see; to look at.
- ୨. ଦୃଷ୍ଟି ରଖିବା —୨. To keep an eye on.
- ୩. ଜଗିବା —୩. To watch; to guard.
- ୪. ତତ୍ତ୍ୱ ନେବା —୪. To supervise.
- ୫. ଖାତିରି କରିବା —୫. To care for.
ଅନ୍ଧକ ବୃଷ୍ଟି ନାଦୁଁ ଏତ ବଳିଆର କାହିଁକି ଏ କାହାକୁ କରିବେ ନଜର କୃଷ୍ଣସିଂହ. ମହାଭାରତ ଶାନ୍ତି