ନଜିର୍
ଦେଖଣା
ନଜିର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ)(ଆ)
[ସମ୍ପାଦନା]- ୧. ନମୁନା — ୧. Specimen.
- ୨. ଦୃଷ୍ଟାନ୍ତ; ଉଦାହରଣ —୨. Example.
- ୩. ପ୍ରାମାଣିକ ବାକ୍ୟ —୩. Authoritative words.
- ୪. ନିଦର୍ଶନ; ପ୍ରମାଣ —୪. Proof.
- ୫. ଆଇନ୍ —୫. Law.
- ୬. କୌଣସି ମକଦ୍ଦମାରେ ପ୍ରଦର୍ଶିତ ଦୃଷ୍ଟାନ୍ତ, ଯଦ୍ଦ୍ୱାରା ଦର୍ଶାଇବା ପକ୍ଷର ଯୁକ୍ତିର ସପକ୍ଷରେ ଏହିପରି ବିଷୟ ପୂର୍ବେ କୌଣସି ହାଇକୋଟ ବା ଉଚ୍ଚ ଅଦାଲତରେ ମୀମାଂସିତ ହୋଇଥିଲା —୬. Ruling or case- law quoted by a party in support of his contention in a law court; authoity in support of one's point.