ନଟି

ଉଇକିଅଭିଧାନ‌ରୁ

ନଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଚିଲିକାରେ)ଚଳୁଥିବା ନୌକାର ପାଲକୁ ଅଟକାଇ ରଖିବା ସକାଶଏ ବ୍ୟବହୃତ ଲମ୍ୱା ଦଉଡ଼ି — ୧. A long piece of rope used for holding tightly the sail of a boat in motion.
୨. (ଆଦାର୍ଥକ) ନଟବର ଡ଼ାକ ନାମ — ୨. A fond name for calling Naṭabara.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲତା)[ସମ୍ପାଦନା]

ଲଟି; ଲଟା; ଛୋଟ ଛୋଟ ଲତା — Small creepers.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

ଲତାବହୁଳ ବନ — A jungle full of creepers.

ପ୍ରା.ଦେଶଜ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ଲତାବହୁଳ ବନ — A jungle full og creepers.